STORYMIRROR

Raja Sekhar CH V

Fantasy

3  

Raja Sekhar CH V

Fantasy

ରଙ୍ଗବେରଙ୍ଗ ସୁମନ

ରଙ୍ଗବେରଙ୍ଗ ସୁମନ

1 min
388


ଆହ୍ଲାଦଦାୟକ ଲାଗନ୍ତି ରଙ୍ଗବେରଙ୍ଗ ସୁମନ,

ଦେଖି ଆନନ୍ଦିତ ହୁଏ ସମସ୍ତଙ୍କ ମନ ନୟନ,

ପଲ୍ଲବିତ ପୁଲକିତ ପ୍ରଫୁଲ୍ଲିତ ହୁଅନ୍ତି ପ୍ରତିଦିନ,

ବନ କୁ ନିତ୍ୟେ ଦିଅନ୍ତି ନବଜୀବନ ନବଯୌବନ |୧|


ଦୃଷ୍ଟି ରେ ପଡ଼େ ଯେବେ ରଙ୍ଗୀନ ଉପବନ,

ପୁଷ୍ପ ପ୍ରଦର୍ଶନୀ ରେ ଆକର୍ଷିତ ହୁଅନ୍ତି ଜନ,

ଦର୍ଶକ କରନ୍ତି ଅଲୌକିକ ଲୋକ କୁ ଗମନ,

ପରିମଳ ପ୍ରକୃତି ର ଯାହା ଉନ୍ମୁକ୍ତ ଉପସ୍ଥାପନ |୨|


Rate this content
Log in

Similar oriya poem from Fantasy