STORYMIRROR

Krushna Chandra Dakua

Fantasy

3  

Krushna Chandra Dakua

Fantasy

କବି ଟିଏ

କବି ଟିଏ

1 min
370

କବି ଟିଏ ହେବା

ନୁହେଁ ତ ସହଜ

କବିର ଭାବନା

ବହୁତ କିଛି

କାହାଣୀ ଆରମ୍ଭରୁ ଶେଷ

କେମିତି ସାରିବ

ମନେ ଭାଳୁଥାଏ

ଦୁନିଆ କଥା

ଏକେଲା ବସି

କବିଟିଏ ସଦା

ଅନୁତାପେ ମରେ

ଯନ୍ତ୍ରଣାକୁ ନିଜର କରି

କବିର ଭାବନା

ବୁଝିବା ଲୋକ ତ

ସହଜେ ଜାଣେ

କବିର ଭାବନା

ବହୁତ ବଢିଆ ବୋଲି

କବି ଟିଏ କେମିତି

ଅନୁତାପେ ମରେ

ତା ଠାରୁ ଦରଦୀ

କେହି ନୁହେଁ ବୋଲି

କବିର ମନଟା

ସଦା ଘୁରି ବୁଲେ

ମନ ରାଇଜରେ

ସ୍ୱର୍ଗ ରାଇଜ

ଠାରୁ ବୃହତ ବୋଲି !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy