Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra Kumar Biswal

Fantasy

3  

Rabindra Kumar Biswal

Fantasy

ଛଳନା

ଛଳନା

1 min
344


ଡାଳରେ ଲାଖିଥିବା ଛିଣ୍ଡାଗୁଡିପରି

ଆମ ଜୀବନ ଅଟକି ଯାଇଛି

ଅଧା ରାସ୍ତାରେ,

ଚାଲ,

ଆଉ ଗୋଟେ ନୂଆ ଗୁଡି ତିଆରିବା

ଗୁଡି ହୋଇଉଡ଼ିବା l

ଦେଖ, ଏବେ ଆକାଶୀ ଯାଉଚେ ଆମେ

ଆମଠୁ କେତେ ପଛରେ

ପୁରୁଣା ସେ ପାପ,

ମେଞ୍ଚା ମେଞ୍ଚା ଛଳନା

କେତେ ମୁଖା ପିନ୍ଧା ପରିଚୟ l

ଜାଣିଛନା !

ମୁଁ ତ ଥିଲି ଗୋଟେ ସ୍ରୋତସ୍ଵିନୀ ନଈ

ନୀଳ ସମୁଦ୍ରର ପ୍ରତାରଣା ଏବେ ଆଉ ମନେନାହିଁ ।





Rate this content
Log in

Similar oriya poem from Fantasy