Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kanan Bala Nayak

Inspirational

4.0  

Kanan Bala Nayak

Inspirational

ଯୁଦ୍ଧ

ଯୁଦ୍ଧ

1 min
196



କିଛି ଲୋକଙ୍କ ଗର୍ଵ, ଅହଂକାର ଓ

ମହତ୍ତ୍ଵାକାଂକ୍ଷାରୁ ଜନ୍ମ ନିଏ ଯୁଦ୍ଧ

ଆଉ ଶୂନ୍ୟ କରେ କେତେ

ମାଆଙ୍କ କୋଳ 

ପୋଛି ଦିଏ କେତେ ସଧବା ଙ୍କ

ସିମାନ୍ତ ର ସିନ୍ଦୂର

ପିତୃହରା କରି ଛଡାଇ ନିଏ କେତେ

ସନ୍ତାନ ଙ୍କ ଶୈଶବ

ଛଡାଇ ନିଏ ଭାଇ ଠାରୁ 

ଭାଇର ଡାକ

ଭଉଣୀ ଠାରୁ ଛଡାଇ ନିଏ

ନିଜ ଭାଇ କୁ ରାକ୍ଷୀ ବାନ୍ଧିବା ର ଅଧିକାର 

ବନ୍ଧୁମାନେ ହଜାଇ ଦିଅନ୍ତି ତାଙ୍କ ବନ୍ଧୁତ୍ୱ

କେତେ ଘର ଭାଙ୍ଗି ଯାଏ

ଭାଙ୍ଗି ଯାଏ ଗୋଟିଏ ଦେଶର

କଳା, ସ୍ଥାପତ୍ୟ ଓ ଐତିହ୍ୟ

ଭୁଲୁଣ୍ଠିତ ହୂଏ ତା ସାଂସ୍କୃତିକ 

ଧରୋହର, ଗର୍ବ ଓ ଗୌରବ

ନିଷ୍ପେସିତ ହୁଅନ୍ତି ସାଧାରଣ ଜନତା 

କେବଳ ସାଧାରଣ ଜନତା।


Rate this content
Log in