STORYMIRROR

Reeta aparajeeta Mohanty

Abstract

3  

Reeta aparajeeta Mohanty

Abstract

ଲୁହ -ରୀତା ଅପରାଜିତା ମହାନ୍ତି

ଲୁହ -ରୀତା ଅପରାଜିତା ମହାନ୍ତି

1 min
415

ଏଇ ଲୁହ କେବେ ଗଢିଦିଏ ସମ୍ପର୍କର ତାଜମହଲ ଟିଏ

ଏଇ ଲୁହ କେବେ ଭାଙ୍ଗିଦିଏ ସମ୍ପର୍କର ଲୁହା କବାଟ

ଆଖିରେ ଲୁହ ଅଛି ବୋଲି ତ ହସ ର ମୂଲ୍ୟ ଅଛି ଏଇ ଜୀବନରେ

ଲୁହ ନଥିଲେ ହସ ର ମୂଲ୍ୟ କେ ବୁଝନ୍ତା

ଦୁଃଖ ନଥିଲେ ସୁଖ ର ମହତ୍ତ୍ଵ କିଏ ବୁଝନ୍ତା


Rate this content
Log in

Similar oriya poem from Abstract