STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Abstract

2  

ନାୟକ ଅକ୍ଷୟ ରାଜହସ୍ତୀ

Abstract

ଲୋକ ସାହିତ୍ୟ

ଲୋକ ସାହିତ୍ୟ

1 min
276

ତୁଣ୍ଡ ଭାଷା ଆଜି ପଣ୍ଡ ହୋଇଯାଏ

ଲିପି ଭାଷା ଖାଲି ଭଣ୍ଡେ

ରୁଣ୍ଡ ହୁଅ ହେ ଢଗ ଢମାଳି

ବୋହୁ କାନ୍ଦଣା ଗାଆଁ ଦାଣ୍ଡେ

ଶୁଖା ଫଟା ମାଟି କାନ୍ଦେ ll

ଖଣ୍ଡ ଦୋଳି ଗୀତ ଚାଷୀ ଭାଇ ମିତ

କ୍ଲିଷ୍ଟ ଭାଷା ମୁଣ୍ଡ ବିନ୍ଧେ

ଖାଣ୍ଟି ମନ କଥା ସରଳ ଜନତା

ଲୋକ ସାହିତ୍ୟ ଆଜି କାନ୍ଦେ

ଓଷା ଗୀତ ଛାନ୍ଦ ଛନ୍ଦେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract