STORYMIRROR

Sasmita Acharya

Abstract

3  

Sasmita Acharya

Abstract

ଲକ୍ଷ୍ମଣରେଖା

ଲକ୍ଷ୍ମଣରେଖା

1 min
13.8K


ଲୁହକୁ ମୋହର ବନ୍ଧୁ କରିନେବି

ତୁମେ ସାଥୀ ମୋର ସ୍ମୃତି

କହି ପାରିବିନି ସହି ପାରିବିନି

ପାହିଯିବ ସବୁ ରାତି ||

ତୁମେ ତ ଖୋଜିବ

ମୁଁ ଖୋଜୁଥିବି

ଠିକଣା ବଦଳି ଯିବ

ଏ ପାଖରେ ତୁମେ

ସେ ପାଖରେ ମୁଁ

ସାଖୀ ଲକ୍ଷ୍ମଣରେଖାଟେ ଥିବ ||


Rate this content
Log in

Similar oriya poem from Abstract