STORYMIRROR

Rama chandra Pradhan

Inspirational

4  

Rama chandra Pradhan

Inspirational

ଲକ୍ ଡାଉନ୍

ଲକ୍ ଡାଉନ୍

1 min
277

ଲକ୍ ଡାଉନ୍  ସବୁଠି ଏବେ ଲକ୍ ଡାଉନ୍     ଚାରିଆଡେ ଶୁନ୍ ଶାନ୍ ଘରେ ବସିକି ଚାଲିଛି ଧନ    ଅଯଥାରେ ଫୋନ୍ ଫାନ୍... ବଜାର ବାଡ଼ି ଏବେ ଖୋଲୁନି     ସହରରେ ଭିଡ଼ ନାଇଁ ସବୁ ଜନତା ଗୃହ ମଧ୍ୟରେ    ଏବେ ତାଲା ବନ୍ଦ ପାଇଁ... ହସ ଖୁସିରେ ଘରେ ରହିଲେ      ରୋଗ ମାଡିବନି ତଡ଼ ବିନା କାରଣେ  ଵୁଲିଲେ ଭାଇ    ଖାଇବ ପୋଲିସ ମାଡ଼ ମନେ ଘାରଇ ମୃତ୍ୟୁର ଭୟ    ଏ ବିଶ୍ୱ ବିପତ୍ତି ଦେଖି କରୋନା ଠାରୁ ବିଶ୍ୱବାସୀଙ୍କୁ    ରକ୍ଷାକର ଚକାଆଖି... କିଏ କୁଆଡେ ଯାଅନି ଜମା    ଏ ମହା ବିପତ୍ତି ବେଳେ ଘରୁ ବାହାରି ନ ଗଲେ ଭାଇ    ବିପଦ ଟଳିବ ବଳେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational