STORYMIRROR

Puspanjali Panda

Tragedy

3  

Puspanjali Panda

Tragedy

ଲକ୍ ଡାଉନ୍ କବିତା -ଏକ

ଲକ୍ ଡାଉନ୍ କବିତା -ଏକ

1 min
24

ସତ କୁ ସତ 

ଭଗିଆ ମା'ର ଆସିିିଛି ଭୂତ

ଗୋଡ଼ କାଢ଼ି ଯଦି ବାହାରି 

ଯାଇ

କାହାକୁ ଛୁଇଁବ କାହାକୁ ନାହିଁ

କିଏ ବା ଯାଣିବ ପରତେ ଯିବ

ତା ରୋଗ ୟାକୁ ୟା ତାକୁ ହୋଇବ

କରୋନା ବୋଲି ତ କହିଲା ଯଦି

ଭଲ ହେବା ସାଧ୍ୟ କିିିସ ଔଷଧି

ଗୋଟିଏ ଘରେ

ପଡିଛି ବୁଢୀ ଟା ମାସେ ଉପରେ।।

ଜିଇବା ମରିବା ସବୁଏକାକାର

ପ୍ରଭୂ ବାହାର କର ଉପଚାର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy