STORYMIRROR

MADHU MITA

Inspirational

4  

MADHU MITA

Inspirational

ଲକ୍ ଡାଉନ୍..୨

ଲକ୍ ଡାଉନ୍..୨

1 min
340

କିଛି ଅତି ଆବଶ୍ୟକ ଜିନିଷ..

ଆଣିବା ତ ନିହାତି ଆବଶ୍ୟକ..!

ଆବଶ୍ୟକ ନ ଥିଲେ କାହିଁକି..!!

ବାହାରକୁ ବାହାରିବା ଆବଶ୍ୟକ..!


ଘର କଣ ଏତେ ସଂକୀର୍ଣ୍ଣ ଅଟେ..!

ମନ ଏଠି ଟିକେ ଲାଗିବନି..!

ପରିବାର କଣ ଆମରି ନୁହେଁ କି..!

ଏଠି ଟିକେ ଖୁସି ପାଇବାନି..!


ସବୁବେଳେ କର୍ମ କରି ଚାଳିଛେ..!!

କାମ ଆଜି ମଧ୍ୟ କରିବା..!!

ଘରେ ରହି ମଧ୍ୟ ଟେକ୍ନୋଲୋଜି ଦ୍ଵାରା..

ଦୁନିଆ ସହ ଯୋଡ଼ି ରହିବା..!!


ବାହାରେ ବୁଲୁଛି ଅଜଣା ଶତ୍ରୁ ଯେ..!!

କାହାକୁ କେବେ କବଳ କରିବ..!!

ବିଦେଶୀ ଏ ଭୂତାଣୁ ସହିତ..!!

କିପରି ମୋ ଦେଶବାସୀ ଲଢିବ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational