Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobinda Chandra Sethi

Inspirational

4.3  

Gobinda Chandra Sethi

Inspirational

ଲଘୁ କବିତା

ଲଘୁ କବିତା

1 min
23


ଶୁଣଲୋ ସଜନୀ କହୁଛି କଥା

       ବିଗତ ବର୍ଷଟା ଦେଲାକି ବ୍ୟଥା ।

ନିରାଶ ନ ହୁଏ ମନରେ କେବେ

       ଦମ୍ଭ ଧରିଥିବା ମନରେ ସର୍ବେ ।

ସମୟ କରେନି ପଛକୁ ଗତି

         ଧାଉଁ ଥାଏ ସିଏ ଆଗକୁ ନିତି।

ଜୀବନ ନୁହଁଇ ମାଇଲ ଖୁଣ୍ଟ

         ପ୍ରତି ମୁହୁର୍ତ୍ତରେ ପ୍ରାଣ ଶଙ୍କଟ।

ଜୀବନ ଯାତ୍ରାଟା ନୁହେଁ ସଳଖ

         ବୃତ୍ତ ପରିଧିରେ ବୁଲୁଛି ଚକ ।

ପୁରୁଣା ବର୍ଷଟା କରିଛି ଗତି

         ନୂଆ ଆସି ଅଛି ଆମର କତି।

କରିଛେ ଜୀବନେ ଅତୀତେ ଶିକ୍ଷା

       ପୂରଣ ହୋଇବ ନୂଆ ପ୍ରତୀକ୍ଷା।

ହେଉ ଥାଉ ଆମ ଯେତେ ପରୀକ୍ଷା

       ଭରିବା କାଗଜ ଅଛି ଅଲେଖା ।


Rate this content
Log in

Similar oriya poem from Inspirational