STORYMIRROR

Gobinda Chandra Sethi

Horror Thriller

4.5  

Gobinda Chandra Sethi

Horror Thriller

ଭିନ୍ନ ରାଇଜ

ଭିନ୍ନ ରାଇଜ

1 min
11

ଭିନ୍ନ ରାଇଜରେ ଘର ବସାଇବା
 ଆସିଲେ ବିଦାୟ ଘଡି
 ସ୍ନେହ ମମତାକୁ ସବୁ ଛାଡ଼ିଯିବ
 ନଥିବ ଜୀବନେ ରଡ଼ି ।
କେଉଁଠିକି ଯିବା କିପରି ରହିବା
 କହି ପାରିବେନି କେହି
 ଭାବିଲେ ଦାରୁଣ ଯନ୍ତ୍ରଣା ମିଳିବ
 ଜୀବନ ଚକ୍ରଟା ଏହି।
ଜନମ ମୃତ୍ୟୁର ଅଜବ ରହସ୍ୟ
 କାହାକୁ ଅଛିବା ଜଣା
ଆତ୍ମୀୟ ସ୍ୱଜନ ସବୁ ଚାଲିଯିବା
 ହୁଏ ନାହିଁ ପଥ ବଣା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror