STORYMIRROR

Pravas Kumar Swain

Romance

3  

Pravas Kumar Swain

Romance

ଲେଉଟା ମୌସୁମୀ

ଲେଉଟା ମୌସୁମୀ

1 min
208

ଲେଉଟା ମୌସୁମୀ ପରି

ଫେରିଗଲ ତୁମେ କେଉଁ ଅଜଣା ଦୁନିଆକୁ

ଶୂନ୍ୟକରି ମୋର ଏଇ ହୃଦୟ ଆକାଶ ,

ଭାବିଥିଲି ତୁମକୁ ମୁଁ

ସବୁଦିନ ରଖିବାକୁ ମୋ ଛାତିରେ

ପାଇବାକୁ ତୁମ ପ୍ରେମ ଶୀତଳ ପରଶ.....


Rate this content
Log in

Similar oriya poem from Romance