Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SushreeBaisakhi Sahoo

Action Classics Inspirational

4.0  

SushreeBaisakhi Sahoo

Action Classics Inspirational

ଲେଖନୀ ରୁ କିଛି ବାପାଙ୍କ ପାଇଁ

ଲେଖନୀ ରୁ କିଛି ବାପାଙ୍କ ପାଇଁ

1 min
213


ବାପା 

ତୁମ ବିଷୟରେ କିଛି ଲେଖିବି ଭାବି

କାଗଜ ଆଣିଲି , କଲମ ବି ଧରିଲି ।

ହେଲେ ମୋ ଲେଖନୀ ର ଗତି ଶୀଥିଳ ହୋଇ ଯାଉଛି।

ଯିଏ ମୋ ଲେଖନୀ ମୁନର ସୃଷ୍ଟିକର୍ତ୍ତା ତାଙ୍କ ପାଇଁ କଣ ଲେଖିବି ।

ଶବ୍ଦକୋଷରେ ଶବ୍ଦର ଅଭାବ ଦେଖା ଯାଉଛି ଚର୍ଚ୍ଚା କରିବାକୁ ତୁମ ତ୍ୟାଗମୟ ଜୀବନର ଆଳାପ ।"ବାପା" - ଏଇ ଗୋଟିଏ ଶବ୍ଦ ହିଁ ଯଥେଷ୍ଟ ପୃଥିବୀକୁ ହାତ ମୁଠାରେ ରଖିବାକୁ । ଚାଲିବା ଶିଖେଇଛ , ଜିତିବା ଶିଖେଇଛ , ଆତ୍ମବିଶ୍ବାସ ଦେଇଛ , ଅଜସ୍ର ଖୁସି ଦେଇ ନିଜେ ଅୟୁତ କଷ୍ଟ ସହିଛ , ସେଇ ଗାମ୍ଭୀର୍ଯ୍ୟ ଆଉ ସରଳ ସ୍ବତନ୍ତ୍ର ଚରିତ୍ର ତୁମେ । ମୋ ଛୋଟ ହୃଦୟରେ ତୁମ ସ୍ଥାନ ସର୍ବଦା ସ୍ବତନ୍ତ୍ର । ପିଲାଦିନରୁ ମୁଁ ଦେଖିଆସିଛି ପରିବାର ପାଇଁ ତୁମ ସଂଘର୍ଷ , ପରିବାର ବୋଝ କାନ୍ଧରେ ବୋହିଆସିଛ । ସବୁ ଆବଶ୍ୟକତା ଆମ ପୂରଣ କରିଛ ଯାହା ମାଗିଛୁ ତାହା ଦେଇଛ। ଭୁଲ କଲେ ତାଗିଦ କରିଛ । ଉଚିତ୍ ଶିକ୍ଷା ଆମକୁ ଦେଇଛି। ତ୍ୟାଗ ଓ ନିଷ୍ଠାର ମୂର୍ତ୍ତିମନ୍ତ ପ୍ରତୀକ ତୁମ ଚରଣରେ କୋଟି ପ୍ରଣାମ । ଏହି ପିତୃ ଦିବସ ରେ ତୁମକୁ ଅନେକ ଅନେକ ଶୁଭେଚ୍ଛା ।



Rate this content
Log in

Similar oriya poem from Action