STORYMIRROR

Santanu Bisoi

Abstract

2  

Santanu Bisoi

Abstract

ଲଢେଇ।

ଲଢେଇ।

1 min
365

ସ୍ୱେଚ୍ଛାସେବୀ ଆମେ ହେବା, ଭଲ କର୍ମ ଆଚରିବା

ଶପଥନେଇ ଆମ ଗାଁରୁ ପଲିଥିନି ହଟେଇବା

ସ୍ୱେଚ୍ଛାସେବୀ ଆମେ ହେବା

ଭଲ କର୍ମ ଆଚରିବା


ବୃକ୍ଷ ରୋପଣ କାର୍ଯ୍ୟ ହାତକୁ ଆମେ ନେବା

ଗାଁ ପରିତ୍ୟକ୍ତ ଭୂମି ଚିର ସବୁଜ କରିବା

ରାସ୍ତା କଡ଼

ଜମି ହିଡ

ଅଧିକ ଗଛ ରୋପିବା

ସ୍ୱେଚ୍ଛାସେବୀ ଆମେ ହେବା

ଭଲ କର୍ମ ଆଚରିବା


ସ୍ୱଚ୍ଛତା ବାର୍ତ୍ତା ହେଉ ସଭିଙ୍କ ଜୀବନ ବ୍ରତ

ବାହ୍ୟ ମଳ ମୁକ୍ତ ହେଉ ସବୁ ଗାଁ ସରହତ

ମିଶୁରେ ମନ

ଆସୁ ସୁ-ଦିନ

ଆବର୍ଜନା ଦୁରେଇବା

ସ୍ୱେଚ୍ଛାସେବୀ ଆମେ ହେବା

ଭଲ କର୍ମ ଆଚରିବା


ଟେକରେ ଟେକ ମଥା, ହଟୁ ବାଲ୍ୟବିବାହ ପ୍ରଥା

ନ କୁହ ମଦିରା କଥା, ଧନ ହାନି ପ୍ରାଣେ ବ୍ୟଥା

ଦୁରୁ ଡର

ତେଜ୍ୟା କର

ନିଶାମୁକ୍ତି ପାଇଁ ଲଢ଼ିବା

ସ୍ୱେଚ୍ଛାସେବୀ ଆମେ ହେବା

ଭଲ କର୍ମ ଆଚରିବା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract