STORYMIRROR

Akshayakumar Dash

Tragedy

4  

Akshayakumar Dash

Tragedy

ଲଢେଇ

ଲଢେଇ

1 min
23.5K

ମଣିଷ ଲଢେଇ କରୁଛି

ହିଂସାକାଣ୍ଡ ରେ ନୁହେଁ

ଖୋଦ ବିନା ଅସ୍ତ୍ର ରେ

ବଞ୍ଚିବ ତାର ଅଧିକାର

ମରିବ ତ ଲଢେଇ କରିବ

ସେସବିନ୍ଦୁ ରକ୍ତ ଦେବ

ବିଜ୍ଞାନ କେବେବି ହାରିବ ନାହିଁ

ନୂଆ ସୂତ୍ର ଦେବା ଡେରି ହେବ

ପାୟସ ଜାରି ରଖିବ

ରହରେ ଅସୁର ଗ୍ରାସିଯାଉ

ସୂର୍ଯ୍ୟ ଚନ୍ଦ୍ର ତଥାପି

ରାହୁ କେତୁ ହାରିଯାଇ

ଫେରିଯାଏ ପରାସ୍ତ ଭୟରେ

କେବଳ ତୋ ତୋଡ

ସାମାଜିକ ମିଳାମିଶା

ମହାମାରୀ ଭୟ

କେତେକେତେ ତୋଠାରୁ ବଡ଼

ରୋଗବିତ କବଳିତ

ସାମାଜିକ ଜୀବନ ବିପର୍ଣ୍ଣ

ଯାତ୍ରା କାର ଗନ୍ତବ୍ୟ ସ୍ଥଳକୁ

ଦେଖାଉତୋ ତୋଡ

ସ୍ୱାସ୍ଥ୍ୟ କୁ ବିଗାଡି

କଫ କାଶ ଫୁସଫୁସ ଆକ୍ରାନ୍ତ

ମହାଶକ୍ର।ମକ କ୍ଷଣ କ୍ଷଣ

ଏକରୁ ଅନେକ ତୋ ରୂପ

ତୋର ଭୁତାଣୁ କେମନ୍ତ

ମିଳାମିଶା କରି ତୁକି

ସଂସାର କୁ ଦେବାପାଇଁ ମାରି

ନୁହେଁ ତୋର ଲକ୍ଷ ମନ୍ଦ

ସ୍ୱଚ୍ଛ ରହିବାକୁ କିବା

ଶିଖାଇଲୁ ପାଠ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Tragedy