STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ଲାଲ

ଲାଲ

1 min
331

ଅଳତା ବି ଲାଲ

ସିନ୍ଦୁର ଵି ଲାଲ

ମନ୍ଦାର ବି ଲାଲ

ଗୋଲାପ ବି ଲାଲ

ଅସ୍ତ ସୂର୍ଯ୍ୟ ଟା 

ବି 

ଲାଲ

ଇନ୍ଦ୍ରଧନୁ ର ସପ୍ତବର୍ଣ୍ଣ

ଭିତରେ

ଗୋଟିଏ 

ବର୍ଣ୍ଣ ଲାଲ

ସବୁ ଲାଲ ରକ୍ତ 

ନୁହେଁ 

ବେଳେ ବେଳେ

ସଫେଦ ଗୋଲାପଟା

ମୋ

ଅଜଣା

କ୍ଷତ ରେ ବାଜି

ରକ୍ତାକ୍ତ 

ବର୍ଣ୍ଣ

ପାଲଟି 

ଯାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

Similar oriya poem from Abstract