STORYMIRROR

SIBENDU SARASWATA PANDA

Romance

3  

SIBENDU SARASWATA PANDA

Romance

ଲାଜେଇ ପ୍ରିୟା

ଲାଜେଇ ପ୍ରିୟା

1 min
1.1K

ନଜର ଲଗାନା ମୋ ପ୍ରିୟାକୁ ସେତ

ଲାଜରେ ଝାଉଁଳି ଯିବ,

ପ୍ରିୟାତ ମୋର ଲାଜେଇ ଗୋଲାପ

ଛୁଇଁଲେ ମଉଳି ଯିବ।

ନଜର ଲଗାନା ମୋ ପ୍ରିୟାକୁ ସେତ

ଲାଜରେ ଝାଉଁଳି ଯିବ

ପ୍ରିୟା ମୋର ଲାଜକୁଳୀ ଅଭିମାନିନୀ

ଛନ୍ଦକୁଟ ଜାଣିନାହିଁ,

ମନରେ ତା ଅସରନ୍ତି ଭଲପାଇବା

ଦେଖାଇବା ଶିଖିନାହିଁ,

ପଥେ ତାର ଫୁଲ ବିଛାଇଣ ପ୍ରଭୁ

ମୋ ପଥେ ରକତ ଦେବ

ନଜର ଲଗାନା ମୋ ପ୍ରିୟାକୁ ସେତ

ଲାଜରେ ଝାଉଁଳି ଯିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance