Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Action Classics

3  

Satyanarayan Sahoo

Romance Action Classics

କ୍ୟାସେଟ୍

କ୍ୟାସେଟ୍

1 min
119



ଏ ବିଜ୍ଞାନ ଯୁଗେ ବିଜ୍ଞାନ ରେ ଅଗ୍ର ଗତି

କରି ନାନା ଉପାଦାନ ନିର୍ମାଣଇ ନିତି ।

ଅଲୌକକତାର ଯେତେ ଯେତେ ନିଦର୍ଶନ

ସାଧିଚାଲେ ପ୍ରତିଦିନ ଆମରି ବିଜ୍ଞାନ ।

ଯନ୍ତ୍ର କୌଶଳ ର ଗୁଢ଼ - ଗୋପନ ଭଣ୍ଡାର

ଆୟତ୍ତ ରେ ରଖି ରତ ରହି ଆବିଷ୍କାର ।

ଯନ୍ତ୍ର କୌଶଳ ର ଗୁଢ଼। - ଗୋପନ ଭଣ୍ଡାର

ଆୟତ୍ତ ରେ ରଖି ରତ ରହି ଆବିଷ୍କାର ।

କରିଛି କ୍ୟାସେଟ୍ ନାମେ ଛୋଟ ଜିନିଷ କୁ  

କ୍ଷୁଦ୍ର ଅଙ୍ଗେ ରଖି ଯାଏ ବହୁତ ତଥ୍ୟ କୁ ।

ବିଦ୍ୟୁ- ଚୁମ୍ବକୀୟ ତରଙ୍ଗ ରେ ରୂପାନ୍ତର

କରି ଦୃଶ୍ୟ ଓ ଶବଦ ସୃଜେ ନିରନ୍ତର  ।

ଅଭିନବ କ୍ରମୋନ୍ନତି ଘଟି ଆସି ତାର

ଆକାର ହୋଇଛି ଆଜି ଅତିଖୁଦ୍ର ତର ।

ସୂକ୍ଷ୍ମ ଆବରଣ ଧରେ ବିପୁଳ ବିଭବ 

ଜନ ମନ ନୟନ ଚକିତ କାରି ଦୃଶ୍ୟ

 ଅତ୍ୟନ୍ତ ଆଦୃତ ଆଉ ସବୁ ରି ସେ ପ୍ରିୟ ।

ଟେପ୍ ରେକଡ ରେ ବାଜେ ସଙ୍ଗୀତ ତାଯୋଗେ  

ଦୃଶ୍ୟାବଳି ପ୍ରଦର୍ଶିତ କରେ ଆନ ଆଗେ ।

ବିଜ୍ଞାନର ଆବିଷ୍କାର ଯୋଗୁଁ ହିଁ ତାହାର

ବହୁ ବିଧ ତଥ୍ୟାବଳୀ ସହଜ ସଂଚାର ।

ସୁକୌଶଳେ ନିରିମାନ ତଥ୍ୟ ର ଭଣ୍ଡାର 

ପରିପୂର୍ଣ୍ଣ ସୁଗଛିତ ଚାଳନ ପ୍ରସାର ।

ସମ୍ଭବ ହୋଇପାରିଛି ମଣିଷ ର ପାଇଁ

ଏହି ଟି , ଯେ ଯନ୍ତ୍ର ମଧ୍ୟ ରହି ଘୁରି ଥାଇ  ।

ବିଦ୍ୟୁତ ଶକତି ବଳେ ଚାଳିତ ହୋଇତା

ବିଜ୍ଞାନର କେଡେ ଚମତ୍କାର ଏ ବେବସ୍ଥା ।

 କ୍ୟାସେଟ କହନ୍ତି  ଏହି ଛୋଟ ଜିନିଷ କୁ

କ୍ଷୁଦ୍ର ଅଙ୍ଗେ ରଖି ଯାଏ ବହୁତ ତଥ୍ୟ କୁ ।

ବିଦ୍ୟୁ- ଚୁମ୍ବକୀୟ ତରଙ୍ଗ ରେ ରୂପାନ୍ତର

କରି ଦୃଶ୍ୟ ଓ ଶବଦ ସୃଜେ ନିରନ୍ତର ।

ଅଭିନବ କ୍ରମୋଣତି ଘଟି ଆସି ତାର

ଆକାର ହୋଇଛି ଆଜି ଅତିଖୁଦ୍ର ତର ।

ସୂକ୍ଷ୍ମ ଆବରଣ ଧରେ ବିପୁଳ ବିଭବ

ପ୍ରଦରଶିତ କରେ ନିତି ଭାବ ଏ ସରବ ।

ଜନ ମନ ନୟନ ଚକିତ କାରି ଦୃଶ୍ୟ

 ଅତ୍ୟନ୍ତ ଆଦୃତ ଆଉ ସବୁ ରି ସେ ପ୍ରିୟ ।

ଟେପ୍ ରେକଡ ରେ ବାଜେ ସଙ୍ଗୀତ ତାୟୋଗେ

ଦୃଶ୍ୟାବଳି ପ୍ରଦର୍ଶିତ କରେ ଆନ ଆଗେ ।

ବିଜ୍ଞାନର ଆବିଷ୍କାର ଯୋଗୁଁ ହିଁ ତାହାର

ବହୁ ବିଧ ତଥ୍ୟାବଳୀ ସହଜ ସଂଚାର ।

ସୁକୌଶଲେ ନିରିମାଣ ତଥ୍ୟ ର ଭଣ୍ଡାର 

ପରିପୂର୍ଣ୍ଣ ସୁଗଛିତ ଚାଳନ ପ୍ରସାର  ।

ସମ୍ଭ ବ ହୋଇପାରି ମଣିଷ ର ପାଇଁ

ଏହି ଟି ଯେ ଯନ୍ତ୍ର ମଧ୍ୟେ ରହି ଘୁରି ଥାଇ ।

ବିଦ୍ୟୁତ ଶକତି ବଳେ ଚଳିତ ହୋଇତା

ବିଜ୍ଞାନର କେଡେ ଚମତ୍କାର ଏ ବେବସ୍ଥା ।




ସତ୍ୟ ନାରାୟଣ ସାହୁ 

ମୟୁରଭଂଜ


Rate this content
Log in

Similar oriya poem from Romance