Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

କୁନା ଆଉ କୁନୀ

କୁନା ଆଉ କୁନୀ

1 min
378



ବିଲେଇ ଛୁଆଟି  ଲସର ପସର

  କରୁଛି ମିଆଁଉ ମିଆଁଉ

କୁକୁର ଛୁଆଟି  ଆଖି ଫିଟିଗଲେ

  କରେଖାଲି କ୍ୟାଉ°କ୍ୟାଉ° ।


ପକ୍ଷୀ ଛୁଆ କରେ  କିଚିରି ମିଚିରି

 ଛେଳିଛୁଆ ମେ°ଏ ମେ°ଏ

ଫକର ଫକର  ଡେଉ°ଛି ବାଛୁରୀ

  ମେଣ୍ଢାଛୁଆ ଭେ°ଏ ଭେ°ଏ ।


କୁନା ଦୁଇ ହାତେ  ବଜାଉଛି ତାଳି

    କୁନୀ ଗାଉଅଛି ଗୀତ

ଖାତାବହି ଧରି  ମନ ଦେଇ କେତେ

   ପଢୁଛନ୍ତି ନୂଆ ପାଠ ।


ରଙ୍ଗ ତୂଳୀ ଧରି   କରନ୍ତି ଅଙ୍କନ

    ଫଳଫୁଲ ଘରଦ୍ୱାର

କୁନା ଆଉ କୁନୀ   ପଢନ୍ତି ଏକାଠି

    ବୁଦ୍ଧିଟି ତାଙ୍କ ପ୍ରଖର ।

   


Rate this content
Log in