STORYMIRROR

Ram Prasad Bisoi

Abstract

3  

Ram Prasad Bisoi

Abstract

କୁହନ୍ତୁ ନି

କୁହନ୍ତୁ ନି

1 min
321

କୁହନ୍ତ ନି ତୁମେ ଥରେ

ତଥାଗତ,

ଦେହ,ଭୋଗ ନା ଆତ୍ମା

ଗଛ ନା ଫଳ

ଫଳ ତ ଦିନେ ପକ୍ଵ ହେବ

ତା ପରେ

ଯେତେଦିନ ଅଛି

ଗଛରେ

ମନ ମୋହି ଚାଲିଥିବ

ଆକାଂକ୍ଷିତ ବ୍ୟକ୍ତିଟିର

ତା ସ୍ୱାଦ ତ ବି କ୍ଷଣିକ

ତା ପରେ,

କୁହ ତ 

କେତେ ନିଷ୍ଠୁର

କୋଚିଲା ଖାଇ ଆଉ ଗୁଣ୍ଡୁଚିର ଆଘାତ,


ଶହଶହ ମଞ୍ଜି 

କାହା ଭାଗ୍ୟରେ 

କଣ ଲେଖା ଅଛି 

ଯେ କେଜାଣି

କିଏ ଅବା ଜାଣିଛି,


ଦେହ ଭୋଗ ନା ଆତ୍ମା

ମଞ୍ଜି ଗଛ ନା ଫଳ

କୁହନ୍ତି ନି 

ତୁମେ ଥରେ

ତଥାଗତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract