Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Abstract Classics Fantasy

4.5  

Prahallad Sahoo

Abstract Classics Fantasy

କୁଆଁର ପୁନେଇ ଜହ୍ନ

କୁଆଁର ପୁନେଇ ଜହ୍ନ

3 mins
237


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

କୁଆଁରୀ ଝିଅଙ୍କ ଓଷା ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ପ୍ରଭୁ ପୂଜିବାକୁ ମନ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ଶରଦଶଷି ମନଲୋଭା ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ପୁଚି ଖେଳିବାକୁ ମନ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ଜହ୍ନ ଭାରି ମନୋରମ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ମିତ କରିବାକୁ ମନ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ଜହ୍ନିଫୁଲ ଭାରି ଶୋଭା ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ଓଷା ପାଳିବାକୁ ମନ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ଚିତା କୁଟିବାକୁ ମନ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ଗପ ଶୁଣିବାକୁ ମନ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

କାର୍ତ୍ତିକେୟ ଯେହ୍ନେ ବର ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ତାଙ୍କ ପରି କିଏ ହେବ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ତାଙ୍କୁ ବାଛିବାକୁ ମନା ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ଭଲ ବର ଲାଗି ପୂଜା ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ବ୍ରତ ରଖିବାକୁ ମନ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ଗୀତ ଗାଇବାକୁ ମନ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ଥଟ୍ଟା କରିବାକୁ ମନ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ଆଲିଙ୍ଗନେ ଶୁଣୁଥିବେ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ଫୁଲ ତୋଳିବାକୁ ମନ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ଫୁଲ ପରି କୋମଳ ସେ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ଚିନ୍ତା ଦୂର କରିଦେବେ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ଝୁଟି ଦେବାକୁ ମନ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ଋଠି ବସିବାକୁ ମନ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ମନକଥା ବୁଝିବେ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ମନେଇ ନେବେ ସିଏ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ଖୋସା ବାନ୍ଧିବାକୁ ମନ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ଫୁଲତୋଡା ଖୁସିଦେବେ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ଝୁଲି ଖେଳିବାକୁ ମନ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ଝୁଲେଇ ଝୁଲେଇ ନେବେ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ନାଚ ନାଚିବାକୁ ମନ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ପାଦେ ପାଦ ଛନ୍ଦିଦେବେ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ପ୍ରିତୀ ରଚିବାକୁ ମନ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ପାଟରାଣୀ କରିନେବେ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ପ୍ରେମ କରିବାକୁ ମନ ଗୋ

ଫୁଲ ବଉଳ ବେଣୀ ।


କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

ପକ୍ଷୀରାଜେ ଘେନିଯିବେ ଗୋ

ଫୁଲ ବଉଳ ବେଣୀ ।



Rate this content
Log in

Similar oriya poem from Abstract