STORYMIRROR

Alhadini Panigrahi dash

Abstract

2  

Alhadini Panigrahi dash

Abstract

କ୍ଷୋଭ..ପ୍ରବାସୀ ପୁତ୍ର ର

କ୍ଷୋଭ..ପ୍ରବାସୀ ପୁତ୍ର ର

1 min
163

ତୋତେ ଛାଡି ମାଆ ରହିଲି ବିଦେଶେ

ଭୁଲିଗଲି ସ୍ନେହ ତୋର

ଆଜି ମୁଁ ଝୁରୁଛି ତୋର ମ୍ରୁତ୍ୟୁ ପରେ

ଝରୁଛି ମୋ ଅଶ୍ରୁ ଧାର


ଅନୁତାପାନଳେ ହ୍ରୁଦୟ ମୋ ଜଳେ

ଅବଶେଷେ ହୁଏ ଖାର

ସେ ଖାର ଭିତରେ ଅଣ୍ଡାଳି ହେଉଛି

ମା ତୋ ମମତା ଝର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract