Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Tragedy Inspirational

2  

Sunanda Mohanty

Tragedy Inspirational

କଷଣ

କଷଣ

1 min
217


ଦାଦନ ର କଷଣ ଦହନ 

ଆଉ ନଯାଅ କେହି 

ନିଜ ଉପାର୍ଜ୍ଜନ 

କର ଏଇଠି ରହି ,

ରୋଗ କିଣି ଆଣନା ଦେଶକୁ 

ପରିବାରେ ରୁହ 

ଦୁଃଖ ସୁଖର ହୋଇ 

କର ମାଛ ଚାଷ 

କର କୁକୁଡ଼ା ପାଳନ 

କର ଫୁଲ ଚାଷ 

କର କ୍ଷେତ କର୍ଷଣ ,

କରୋନା କାଳରେ 

ଯେତେ ଦୁର୍ଦଶା 

ଆଉ ଯାଅ ନାହିଁ 

ଏଇ ମାଟିରେ ରଖ ଭରସା 

ଆମ ନେତା ମନ୍ତ୍ରୀ ଆମରି ପାଇଁ 

ଯୋଜନା କରନ୍ତି ସାଇଁ ସାଇଁ ,

ନହେଲେ ପଛକେ ଶାଗ ପଖାଳ ଖାଇ 

ନିଜ ଦେଶେ ଜନ୍ମ ମରଣ ବି ଆସୁ 

ନିଜ ଦେଶରେ ରହି, କାମଧନ୍ଦା 

କଲେ ପେଟ ପାଟଣା ପାଇବା 

ଭଉଣୀ ଭାଇ, ନଯିବା ଦାଦନ କାହିଁ ।


Rate this content
Log in

Similar oriya poem from Tragedy