Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Classics Inspirational Others

3  

ପ୍ରଶାନ୍ତ କୁମାର ବେହେରା

Classics Inspirational Others

କୃଷ୍ଣଚୂଡ଼ା

କୃଷ୍ଣଚୂଡ଼ା

1 min
202



କରୋନା ରଚୁଥିବା ତାଣ୍ଡବର 

ସାଥେ ସାଥେ ତାଳ ଦେଇ

ଅଳସୀ ଅଳକାର 

ଏଇ ଅବଲୁପ୍ତ ବାଲୁକା ରାଶିରେ

ଫୁଟିଛି କୃଷ୍ଣଚୂଡ଼ା ମେଲି ତା' 

ସୌନ୍ଦର୍ଯ୍ୟର ରୂପ ପସରା l


ଆଜି ବି କାହିଁ କେତେ ସ୍ୱପ୍ନ 

ଫେଣେଇ ଉଠେ

ରୂପସୀ ଅଳକାର

ଏଇ ପାଣି ପବନରେ

ତା' ର ହିସାବ କିଏ ବା ରଖିଛି 

ଆଜିର ଏଇ ନିର୍ଜନ ବେଳାରେ ....


ଆମ ଏସ୍.ଭି.ଏମ୍. କଲେଜ ପରିସରରେ ଥିବା ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ସାମ୍ନାର କିଛି ଫଟୋ ।



Rate this content
Log in

Similar oriya poem from Classics