Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

priyaranjan sahoo

Inspirational

4.0  

priyaranjan sahoo

Inspirational

କୃଷ୍ଣ

କୃଷ୍ଣ

1 min
214



ଅବିସ୍ମରଣୀୟ ସର୍ଜନାକାର

ମାଧୁର୍ଯ୍ୟମୟ ଲୀଳା ରାଶିର

     ଅନନ୍ୟ ଇସ୍ତାହାର

କାଳେ ସେ ରାଧାର 

       ଅବା ମୀରାର

ଅବା ପ୍ରାଣ ସେ ଷୋଳ ସହସ୍ର

      ଗୋପୀ ସ୍ପନ୍ଦନର

ଚନ୍ଦନ ଚର୍ଚ୍ଚିତ କୋଟି ସୋନ୍ଦର୍ଯ୍ୟର 

      ଦେଦୀପ୍ୟ ସ୍ୱାକ୍ଷର ।


ହେ ମୁରାରୀ

ନାଶି ଶତ ସାଂସାରିକ ଅରୀ

ଦୁଃଖ ନାଶନ ଭବଭୟହାରୀ

ହେ ମୁକୁନ୍ଦ

କୋଟିନିଧି ପାଇ ଯଶୋନନ୍ଦ

ଆଶ୍ରି ତୋ' ରେ ଜୀବ ପାଏ 

   ପରମ ଆନନ୍ଦ ।       


Rate this content
Log in