Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangita Mishra Satapathy

Abstract

2  

Sangita Mishra Satapathy

Abstract

କରୋନା ଯିବ ଦୂରେ

କରୋନା ଯିବ ଦୂରେ

1 min
92



   ୨ କେ୨*କରୋନା କୁ ଡରନା କେହି

  ୨ ଦୁନେ୪*ଘରୁ ବାହାରକୁ ବାହାରନି

  ୨ ତିରି୬*ମୁଖେ ମାସ୍କ ପିନ୍ଧୁଥାଆ

  ୨ ଚଉ୮*ସାବୁନରେ ହାତ ଧୁଅ

  ୨ ପଞ୍ଚା୧୦*ଦୂରାଇ ରଖ ଥଣ୍ଡା କାଶ

  ୨ ଷୋ୧୨*ପବନ ନେବାରେ କଷ୍ଟ  

        ହୋଇଲେ ଦେଖାଉଥା ଡାକତର

୨ ସତା୧୪*ପ୍ରବାସୁ ଫେରି ସଙ୍ଗରୋଧ ହୋଇ ରହ।

୨ଅଷ୍ଟା ୧୬*ସରକାରୀ ନିର୍ଦ୍ଦେଶ ପାଳ।

୨ ନୂଆଁ୧୮* ସଚେତନତା ହିଁ ସୁସ୍ଥତା ମନ୍ତର।

୨ ଦଶା୨୦* ଆମେ ରହିବା ଘରେ,କରୋନା ଯିବ ଦୂରେ।🧴🧴


Rate this content
Log in

Similar oriya poem from Abstract