STORYMIRROR

Banishree Upadhyaya

Inspirational

4  

Banishree Upadhyaya

Inspirational

କରୋନା ର ସମୟ

କରୋନା ର ସମୟ

1 min
23.8K

ଦିନେ ଏମିତି ସମୟ ଥିଲା 

ମଣିଷ ପାଖରେ ପକୃତି ହାରୁଥିିିଲା

ଏବେ ଏମିିତ ସମୟ ଆସିଲା 

ପ୍ରକୃତି ପାଖରେ ମଣିଷ ହାରିିିଲା।

ଯେଉଁ ଠି ଧନ ରତ୍ନ ଟଙ୍କା ପଇସା 

ହିଂସା ରାଗ ଅନ୍ୟୟ ଥିିିଲା

ଏବେ କିନ୍ତୁ ସବୁ ଥାଇ ମଧ୍ୟ 

ମଣିଷ ମୁୁୁକ ପାଲଟିିିିଲା।

ପ୍ରକୃତି ଦୂରୂ ଥାଇ ହସୁଛିି 

କହୁଛି ମୋ ବେଳ କାଳ ଆସୁଛି

ମଣିଷ ପାଖରୁ ଥାଇ କାନ୍ଦୁଛି 

କହୁଛି ମୋର ବେଳ କାା ସରୁଛି ।

ଅନ୍ୟାୟ ଅତ୍ୟଚାର ହିଂଂସା ରେ ମତେ ଜାଳିଳେ 

ମୋ ବୁକୁୁୁରେ ମୁଁ ବହୁତ ସହିଲି 

ସହିିିବାର ସିମା ଏବେ ନାହିଁ ରେ 

କରୋନା ମଣିଷ କୁ ଏବେ ଦେଲା ଶିକ୍ଷା ରେ।।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational