STORYMIRROR

PURUSOTTAM NAYAK

Abstract Drama Tragedy

3  

PURUSOTTAM NAYAK

Abstract Drama Tragedy

କରୋନା ପାଇଁ_ପଦେ

କରୋନା ପାଇଁ_ପଦେ

1 min
145

କରୋନା ଭୂତାଣୁ     ବିଶ୍ଵେ ବ୍ୟାପିଛି ହଜାର ହଜାର     ମୁଣ୍ଡ ନେଉଛି ଅଖଣ୍ଡ ଭାରତେ     ତାର ଯୋଜନା ବୀରଭୂମି ବୋଲି     ସେ କି ବୁଝେନା? ଜଗତରେ ଜଣା      ଏକତା ଆମ ଶତ୍ରୁ ପାଇଁ ସଦା      ହୋଇଛୁ ଯମ ସଜାଗ ରହିବା     ସୈନିକ ପରି ସଚେତନ ଦେବ     ଭୂତାଣୁ ମାରି ଆମ ସରକାର     ଆମରି ଭଲେ ଲକ୍_ଡାଉନ୍ କୁ     ଘୋଷଣା କଲେ ନିଜ ଘରେ ରହି       ଯୁଦ୍ଧ କରିବା କରୋନା ଭୂତାଣୁ       ମୂଳ ମାରିବା ଜୀବନେ ଦେଖିଛୁ       ଝଡ଼ ହଜାରେ କୋଣାର୍କ ବି ଗଢୁ        ଲୁହା ମୁନରେ ପ୍ରଥମେ ଜୀବନ       ତା'ପରେ ଧନ ବଞ୍ଚିଥିଲେ ହେବ      ସବୁ ପୂରଣ ସୁସ୍ଥ ମସ୍ତିଷ୍କ ରେ       ଦେଶ ବନ୍ଦନ ଧର୍ମ, ରାଜନୀତି       ଉର୍ଦ୍ଧେ ଚିନ୍ତନ ଗୁଜବ ପଛରେ        ରଖନି ମନ ମାଟିର ତୁହିରେ      ଯୋଗ୍ୟ ସନ୍ତାନ ନିବେଦନ କରେ       ଦେଶ ନାୟକ  ଭୟାବହତା କୁ        ହେତୁରେ ରଖ      ସାବୁନ ପାଣିରେ        ହାତ ଧୋଇବା ରୁମାଲ, ଗାମୁଛା      ମୁହଁରେ ଦେବା ପରିଷ୍କାର ରଖ      ନିଜ ଶରୀର ଜନ ଗହଳିରୁ      ରହିବ ଦୂର କାଶ,ଛିଙ୍କ ,ବିନ୍ଧା     ଗଳା ଯନ୍ତ୍ରଣା ଡାକ୍ତର ଦେଖାଅ     ନୁହେଁ ବାହାନା ବିଦେଶୁ ଆସିଲେ       ଗାଁଆ ର ପୁଅ ଚୈ|ଦ ଦିନଯାଏ      ଅଲଗା ରୁହ ସତର୍କତା ଠାରୁ      ଚିକିତ୍ସା ନାହିଁ ସତର୍କ ରହିଲେ      କରୋନା କାହିଁ ଭୂତାଣୁ ଥମିବା      ନିଜ ହାତରେ ଦୂରତ୍ଵ ରଖିଲେ       କୋରନା ମରେ ସୁସ୍ଥ ରୁହ ନିଜେ      ଦେଶ ହସିବ କୋରନା ଦାଉରୁ       ଦେଶ ବଞ୍ଚିବ ଉପଦେଶ ନୁହେଁ      ମୋ ଅନୁରୋଧ ତ୍ରିରଙ୍ଗା ହସିବ     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract