STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

କରୋନା କୁ କରିଦେବା ନା

କରୋନା କୁ କରିଦେବା ନା

1 min
3.1K

ଲକ ଡାଉନ ନିୟମ କୁ

ଆହୁରି କଡା କଡ଼ି କରି ମାନିବା

ତେବେ କରୋନା ଛାଡିଯିବ ପଲେଇ

ଦମସ୍ତଙ୍କୁ ଏ ନିୟମ ମାନିବାକୁ ହେବ।

ବାହାରକୁ ଯାଇଥିଲେ

ନିଜ ପୋଷକ ବଦଳେଇବା

ହାତ କୁ ବାରମ୍ବାର ଧୋଇବା

ତେବେ ଏହି କରୋନା ଦୂରେଇଯିବ

ଘର କୁ ଆସୁଥିବା କ୍ଷୀର ପ୍ୟାକେଟ ବି ଧୋଇବା

ମୋବାଇଲ, ଟିଭି ରିମୋଟ କୁ ବି

ଅଳ୍ପ ଲାଇଜେଲ ଦେଇ ପରିଷ୍କାର କରିବା।

ସବୁଠାରୁ ବଡ଼ କଥା ଆମେ ଘରେ ରହିବା

ଏଇ ରବିବାର ଆମେ ମlଛ କି ମାଂସ ପାଇଁ ଗଲୁନି

ଆମେ ଲକ ଡାଉନ ସଫଳ କରିବା

ଆମ ଏକାନ୍ତ ଲକ୍ଷ୍ୟ।

ଆପଣ ବି ବିନା କାରଣରେ

ସହର ବଜାରରେ ବୁଲନ୍ତୁନି।

ଆମ ସୁରକ୍ଷା ଆମ ହାତରେ

ସୁରକ୍ଷିତ ରହିବା

ସତର୍କତା ଅବଲମ୍ବନ କରିବା

ବଜାର ଗଲେ ଗୋଲେଇ ରହି

କିଣା କଟା କରିବା

ସାମାଜିକ ଦୂରତ୍ୱ ବଜାୟ ରଖିବା

ତେବେ କରୋନା ହାରିବ

ଆମେ ଜିତିବ।।

କରୋନା କୁ କରିଦେବା ନା

ବାହାର କୁ ଗଲେ ମାସ୍କ ବ୍ୟବହାର କରି ପାରିବା

ମୋ ଦେଶର ସବୁ ଭଉଣୀ ଭାଇ

ମୋ କଥା ମାନନ୍ତୁ ବେଶୀ ବେଶୀ ଘରେ ରୁହଁନ୍ତୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract