STORYMIRROR

Ranjan kumar Mohanty

Inspirational

3  

Ranjan kumar Mohanty

Inspirational

କରୋନା ଡର

କରୋନା ଡର

1 min
274

Dear Diary

କାଢି ହେଉନାହିଁ ପଦାକୁ ଗୋଡ଼

ଜଗିଛି ପୋଲିସ ହେଉଛି ମାଡ଼

ବଜାରରେ ନାହିଁ ଭିଡ଼

କରୋନା ଭୟରେ ଗହଳି ଛାଡ଼...


ଦୋକାନ ବଜାର ହେଉନି ଖୋଲା

ହନ୍ତସନ୍ତ ହୋନ୍ତି ବୁଢ଼ାରୁ ପିଲା

କରୋନା କରୁଛି ପାଲା

ଫାଟକ ଆଗରେ ଝୁଲୁଛି ତାଲା


ସଚେତନତାର ମନ୍ତ୍ରକୁ ପଢି

କରୋନାକୁ ଆମେ ଦେବା ଯେ ଏଡି

ବିଶ୍ୱକୁ ପାରିବା ଗଢି

କରୋନାକୁ ଆମେ ଦେବାଯେ କାଢି .


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational