STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

କରୋନା ବିପତ୍ତି

କରୋନା ବିପତ୍ତି

1 min
208


କରୋନା ବିପତ୍ତି ଜଗତକୁ ଆସିଲା

ଜୀବନ ଜୀବିକାକୁ ପ୍ରଭାବିତ କରିଲା

ପିଲାଙ୍କ ପଢା ବନ୍ଦ ହୋଇଗଲା

ଅନଲାଇନରେ ପାଠ ପଢା ଚାଲିଲା

ସବୁଠି ଗାଡି ବସ ବନ୍ଦ ହୋଇଲା 

ଯାତାୟତ ରେ ଅସୁବିଧା ହୋଇଲା

ଭୋକ ଉପବାସରେ କିଛି ଲୋକ ରହିଲେ

କାମ ଛାଡି ଘରେ ବସି ରହିଲେ

ମନ୍ଦିର ସବୁଠି ବନ୍ଦ ହୋଇଲା

ଭକ୍ତ ଆଖିରୁ ଲୁହ ଝରିଲା

ଯାନିଯାତ୍ରା କୁ ଭକ୍ତ ଦେଖି ନ ପାରିଲା

ପ୍ରଭୁଙ୍କ ପାଇଁ ଅନ୍ତର ଝୁରିଲା

ହେ ମହାପ୍ରଭୁ କରୋନା ବିପତ୍ତି ଶୀଘ୍ର ଚାଲିଯାଉ

ଦୁନିଆରେ ସଭିଙ୍କ ଦେହ ମନ ସୁସ୍ଥ ରହୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational