STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Abstract

2  

ନାୟକ ଅକ୍ଷୟ ରାଜହସ୍ତୀ

Abstract

କରୋନା ଭାଇରସ୍

କରୋନା ଭାଇରସ୍

1 min
135

ସାମାଜ ର ପ୍ରତି କୋଣେ ଅନୁକୋଣେ

ପ୍ରକୃତି ପ୍ରତି ଅବିଚାର

ନିଜକୁ ଚାଲାକିଆ ଭାବୁ ଥିବା ମାଙ୍କିଡିଆ ରୂପ

ଆପଣା ଙ୍କୁ ସଭ୍ୟତାର ଉତ୍ତୁଙ୍ଗ ଶିଖରରେ ବସାଇ

ବାଆଁ ହାତରେ ନିଶ କୁ ଟିକେ ଆଉଁସି ଦିଏ

ଆଉ ରାତିରେ ନିଜ ସମ୍ପର୍କୀୟଙ୍କ ଦ୍ଵାରା ପାଳ ଭାଡି ରୁ ମେଞ୍ଚାଏ ଟାଣି ଆଣି ମାଟି ମାଆ ଙ୍କୁ ଖାଇବାକୁ ଦିଏ

ପାଳ ଭାଡି ରୁ ପାଳ ସରିଗଲା ପରେ

କିଛି ନ ଥିବ

ଖାଲି କୁହେଳିକା.. ଆତ୍ମ ଗ୍ଲାନି

ଚନ୍ଦନ ବନ ଠାରୁ ଚୀନ୍ ଯାଏଁ

ନିଜସ୍ୱ ଗାଆଁ ଠାରୁ ବିଶ୍ଵ ଯାଏଁ

ସବୁଠି ଭାଇରସ୍

କିନ୍ତୁ କେବେ ଭାବେନା ଏ ମାଙ୍କଡ଼

ନିଜ ପରିସର ଭିତରକୁ ନିଇତି

ଦୁଷ୍କର୍ମ, ଅଶ୍ଳୀଳ ଇଙ୍ଗିତ, ନିର୍ଯାତନା

କହି ଲେ ନୂଆ ନୂଆ ଭାଇରସ୍ ର ସନ୍ଧାନ ମିଳିବ

କାହିଁ କି ଏ ପ୍ରତି ମାଙ୍କଡ଼ ତ ସଚେତନ ନୁହଁ

କୁଣ୍ଡେଇ ହେବା ଅପେକ୍ଷା ଲୋଡ଼ା ନିରାକରଣ

କର ନା ଭାଇରସ୍

ବଜ୍ରକାପ୍ତା ର ଆୟୁଷ କୁ ନେଇ

ଶାସନ ଠୁ ପ୍ରଶାସନ

ଅଙ୍ଗନବଡି ଠୁ ମୁଖ୍ୟ ଚିକିତ୍ସାଳୟ.

ମିଡିଆ ବି ସନ୍ଦେହ ଘେରରେ...

ବେଳ ଆସିଛି ଅନୁଶୀଳନ ର..

ଆତ୍ମ ସମୀକ୍ଷା...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract