STORYMIRROR

Krushnapriya Mohapatra

Inspirational

3  

Krushnapriya Mohapatra

Inspirational

କର୍ମଫଳ

କର୍ମଫଳ

1 min
12.2K

  


ଆଜି ଯେ ରାଜେନ୍ଦ୍ର କାଲି ସେ ଫକୀର,

         ନିୟତି ନିର୍ଣ୍ଣିତ ଅଟଳ ଏ ସତ୍ୟ

କର୍ମଫଳ ନିଶ୍ଚେ ପ୍ରାଣୀ ଭୋଗେ ତାର

         କରିଥାଏ ଯାହା ଜୀବନ ଏ ଚକ୍ର।

ଏ ହାତ ର ପାପ ନିଏ କି ସେ ହାତ।

         କରି ଥାଏ ଯାହା ପାଇଥାଏ ସେତ।

ପର ଉପକାର ଜୀବନ ସାର୍ଥକ

        ହାରେନା କେବେ ସେ ଜୀବନରଯୁଦ୍ଧ

ନିଜସ୍ୱାର୍ଥ ସିନ୍ଧି ଆଣେନା ପ୍ରସିଦ୍ଧି

         ଭବିଷ୍ୟ ତାହାର ହୁଏ ଯେ ଅସିଦ୍ଧି।

ଥିବା ଯାଏ ଇହ ଲୋକରେ ପରାଣ

         ଅନ୍ୟ ପ୍ରାଣୀଠାରେ ଶୁଦ୍ଧ ଆଚରଣ।

ନ ଆସିବ କେବେ କଷ୍ଟ ଆଉ କ୍ଳାନ୍ତି

          ଜୀବନେ ଭରିବ ନିଶ୍ଚୟ ପ୍ରଶାନ୍ତି ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational