STORYMIRROR

Sudhashree Bhattamisra

Abstract

2  

Sudhashree Bhattamisra

Abstract

କର୍ମ

କର୍ମ

1 min
124

ଏଠି ଏବେ ସବୁ କର୍ମକୋଡ଼ି

ଅଳସ୍ୟ ଘୋଟିଯାଇଛି

ବାଦଲ ଭିତରେ ଜହ୍ନ ଯେମିତି

ଅଳସ୍ୟ 

ପ୍ରେତ

ପିଶାଚ 

କ୍ରୀଡ଼ାଭୂମି

କେତେଜଣ

କର୍ମକୁ

ଆଦରି

ନେଇ ପାରନ୍ତି

ଜୀବନ

ସତ୍ୟ

ଶିବ

ସୁନ୍ଦର

ଏବଂ

କର୍ମ ନିମିତ୍ତ

ଅଭିପ୍ରେତ

ବୋଲି .


Rate this content
Log in

Similar oriya poem from Abstract