STORYMIRROR

Sudhashree Bhattamisra

Abstract

2  

Sudhashree Bhattamisra

Abstract

କର୍ମ

କର୍ମ

1 min
130

ଏଠି ଏବେ ସବୁ କର୍ମକୋଡ଼ି

ଅଳସ୍ୟ ଘୋଟିଯାଇଛି

ବାଦଲ ଭିତରେ ଜହ୍ନ ଯେମିତି

ଅଳସ୍ୟ 

ପ୍ରେତ

ପିଶାଚ 

ର

କ୍ରୀଡ଼ାଭୂମି

କେତେଜଣ

କର୍ମକୁ

ଆଦରି

ନେଇ ପାରନ୍ତି

ଜୀବନ

ସତ୍ୟ

ଶିବ

ସୁନ୍ଦର

ଏବଂ

କର୍ମ ନିମିତ୍ତ

ଅଭିପ୍ରେତ

ବୋଲି .


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ହୃଦୟ

ହୃଦୟ

1 min ପଢ଼ନ୍ତୁ

ସୈତାନ

ସୈତାନ

1 min ପଢ଼ନ୍ତୁ

ବଳି

ବଳି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ପାପ

ପାପ

1 min ପଢ଼ନ୍ତୁ

ସମ୍ବଳ

ସମ୍ବଳ

1 min ପଢ଼ନ୍ତୁ

ଜଖମ

ଜଖମ

1 min ପଢ଼ନ୍ତୁ

ରଙ୍ଗ

ରଙ୍ଗ

1 min ପଢ଼ନ୍ତୁ

Similar oriya poem from Abstract