Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dhaneswar Dash

Inspirational

3  

Dhaneswar Dash

Inspirational

କ୍ରୀତଦାସ

କ୍ରୀତଦାସ

1 min
288


ରାଜା ପାଟହାତୀ ହେବି ନାହିଁ ପଛେ 

ବୁଲା କୁକୁର ହୋଇବି 

ସ୍ୱାଧୀନ ଭାବରେ ବୁଲିବି ଖାଇବି

ପରାଧୀନ ନ ଭୋଗିବି।


ଭବ୍ୟ ଜଗତରେ ଚିନ୍ମୟ ସୃଷ୍ଟିରେ

ଅନିଶ୍ଚିତ ମୋର ଜନ୍ମ 

ମୋର ଇଚ୍ଛା ମତେ ଚଳେନାହିଁ କିଛି

ସବୁ ଇଶ୍ୱରଙ୍କ ଦାନ ।


ତାଙ୍କରି ନିର୍ଦ୍ଦେଶେ ଜନମରୁ ମୃତ୍ୟୁ

କର୍ମମୟ ଜୀବନରେ

ଅବଶୋଶ କେବେ ହେବ ନାହିଁ ମନେ

ମୁଁ ଯେ ତାଙ୍କ ଅଧିନରେ ।


ଏହି ଭାବ ରହୁ ବିସ୍ମୟ ନ ହେଉ

ପ୍ରତି ଜୀବେ ଆତ୍ମା ବାସ

ପ୍ରଭୁତ୍ୱ ଭୁଲିବି ନାହିଁ ଜୀବନରେ

ମୁଁ ତାଙ୍କର କ୍ରୀତଦାସ ।



Rate this content
Log in

Similar oriya poem from Inspirational