STORYMIRROR

padmaja pati

Abstract

2  

padmaja pati

Abstract

କରିବା ଆସ ଯୋଗ

କରିବା ଆସ ଯୋଗ

1 min
232

ଦେହ, ମନକୁ ଯେ ରଖେ ସୁସ୍ଥ

ନାମଟି ତା'ର ଯୋଗ

ଅତି ସରଳ ପ୍ରକ୍ରିୟାଟିଏ

କଲେ ହେବା ନୀରୋଗ l

କହେ ପୁରାଣ ପାତାଞ୍ଜଳି ମୁନି

ଆରମ୍ଭ କଲେ ଏହାକୁ

ପ୍ରଚାର ପାଇଁ ମନେ ପକାନ୍ତି

ସଭିଏଁ ରାମଦେବଙ୍କୁ l

ଅନ୍ତର୍ଜାତୀୟ ଯୋଗ ଦିବସ

ଅଟେ ଜୁନ ଏକୋଇଶ

ସାରା ବିଶ୍ୱର ଯୋଗ ଗୁରୁ ଯେ

ବୋଲାଏ ଆମ ଦେଶ l


Rate this content
Log in

Similar oriya poem from Abstract