STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Abstract

3  

ନାୟକ ଅକ୍ଷୟ ରାଜହସ୍ତୀ

Abstract

କରାଚି ସ୍ମୃତି

କରାଚି ସ୍ମୃତି

1 min
246

ପ୍ରାତଃ ସ୍ମରଣୀୟ ଛବିଶି..

କମଳା ଧଳା ସବୁଜ ରଙ୍ଗ

ଜନ ଗଣ ମନ ମୋହୁଛି...

ସାହସ_ ତ୍ୟାଗ, ସତ୍ୟ _ଶାନ୍ତି _ଅହିଂସା ଓ

ବିଶ୍ବାସ_ ବୀରତ୍ୱ _ପ୍ରଗତି ଭାଷା

କାନେ କାନେ କହି ଦେଉଚି...

ପ୍ରାତଃ ସ୍ମରଣୀୟ.....

କୋଟିଏ କଣ୍ଠରେ ଗୋଟିଏ ଗାନ

ପଲ୍ଲୀ ରୁ ଦିଲ୍ଲୀ ଶୁଭୁଛି

ସମ୍ବିଧାନ ଗଢା ହେଇଚି

ଓସାର ଦି ଗୁଣ _ଲମ୍ବ ତିନି ଗୁଣ

ଧର୍ମ ଚକ୍ର ଘୁରି ଚାଲିଚି

ପ୍ରାତଃ ସ୍ମରଣୀୟ...


Rate this content
Log in

Similar oriya poem from Abstract