STORYMIRROR

Prafulla Chandra Mishra

Inspirational

2  

Prafulla Chandra Mishra

Inspirational

କଣ୍ଢେଇ

କଣ୍ଢେଇ

1 min
13.8K



• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ------------ -------------------- -----------

• ,ଅଚଳା ଅନନ୍ତା , ଅନନ୍ତ କୃପାସାଗର କେମିତି ବଳବନ୍ତ

• ଆକାର ବିହୀନ ସାମନ୍ତ ଇନ୍ଦ୍ରାବରଜ କେମିତି ଜଗନ୍ନାଥ ,


• ଅଗୋଚର ଦୃଶ୍ୟ ବିହୀନ କେଉଁ ବିଶ୍ଵବେତ୍ତା କରନ୍ତି ନୃତ୍ୟ

ବଡଦାଣ୍ଡେ ହର୍ଷେ ବିଜୟ କରି ବାହିନିଅନ୍ତି ଏ ପ୍ରାଣ ରଥ ।।


• ଜୀବନ ନନ୍ଦିଘୋଷେ ନିଜେ ରଥୀ ଓ ସାରଥୀ ଧରି ଭାଗ୍ୟଡୋରି

• ମୋ, ତୋହର ,ଏ ସଂସାର ତୁ, ତା ହାତର ଗୋଟେ କଣ୍ଢେଇ ପରି ।।






Rate this content
Log in

Similar oriya poem from Inspirational