STORYMIRROR

Baijayantimala Rout

Abstract

3  

Baijayantimala Rout

Abstract

କମି ଯାଏ ଭୂତଳ ଜଳ

କମି ଯାଏ ଭୂତଳ ଜଳ

1 min
11.7K

କଳକାରଖାନା ବଢି ଚାଲିଅଛି 

ଦୁନିଆଁ ଭିଡ ଭିତରେ,

ଆଧୁନିକତାର ସଭ୍ଯତା ଭିତରେ

ସ୍ବଛ୍ଛତା କିଏ ପଚାରେ ।


କଳକାରଖାନା ଦୂଷିତ ଜଳରେ

ଜଳ ହୁଏ ପ୍ରଦୁଷଣ,

ଯେଉଁ ଜଳ ଆମ ପାଇଁ ଯେ ଜୀବନ 

ମୃତ୍ୟୁ ର ଆଜି କାରଣ।


ଦୂଷିତ ଜଳର ଉପଯୋଗ ଏଠି 

ହୋଇପାରୁନାହିଁ କେବେ ,

ଭୂତଳ ଜଳର ସ୍ତର କମିଯାଏ 

ଜଳ ଯେ ଅଭାବ ଏବେ ।


ଏହିପରି ଜଳ ଦୂଷିତ ହୋଇଲେ

ମିଳିବନି କାହିଁ ଜଳ,

ପାନୀୟ ପାଇଁକି ଶୁଦ୍ଧ ଜଳ ଟିକେ 

ହୋଇବ ଜୀବନେ କାଳ ।


ଆଜି ଠାରୁ ଯଦି ସଂଜତ ନହେବା

ନ ହୋଇବା ସାବଧାନ ,

ଜଳ ବିନା ଦିନେ ସୃଷ୍ଟି ନାଶ ହେବ

ଚାଲିଯିବ ଏ ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract