STORYMIRROR

Susil Pani

Abstract

2  

Susil Pani

Abstract

କଲମ

କଲମ

1 min
128

" Pen is mighter than Sword "

କଲମର ଶକ୍ତି ଅଟଈ ଅଧିକା ଧାରୁଆ ଖଣ୍ଡା ଠାରୁ

ତା ଶକ୍ତିବଳରେ ଝୁଲିଛନ୍ତି ଫାସି ବନ୍ଧି ହୋଈଛନ୍ତି କେତେ ଦୋଷି ହେଳେ

ଲମ ପାଈଁକି କବି ଲେଖେ କବିତା ଗାଳପିକ ଲେଖନ୍ତି ଗଳପ

ତାହାରି ମୁନରେ ସାହିସି ସାମ୍ବାଦିକଟିଏ ସମ୍ବାଦ ଲେଖେଯେ ତତକ୍ଷଣ

ଚିତ୍ରକର ଆଙ୍କେ ସୁନ୍ଦର ଚିତ୍ର ତାର କଲମ ମୁନରେ

ଛାତ୍ର ଛାତ୍ରୀଠାରୁ ରାଜନେତା ଜାଏଁ ସମସ୍ତେ ଲେଖନ୍ତି ତାର ମୁନରେ

କଲମ ଚାଲଈ କାଳିଥିବା ଯାଏଁ ଜୀବନ ଚଳଈ ପବନର ଜିବା ଆସିବାରେ

ସେଈ କଲମଯେ ଡାକ୍ତର ଲେଖନି ହୋଈ ଲେଖେ ପ୍ରେସକ୍ରିପ୍ସନ ରୋଗିର ରୋଗ ଆରୋଗ୍ୟ କରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract