STORYMIRROR

Sudipta Behera

Abstract

2  

Sudipta Behera

Abstract

କଲମ

କଲମ

1 min
111

ମୁଁ କଲମ

ଛୋଟବୋଲି ଭାବନାହିଁ ହୀନ

ଆଣିପାରେ ଜାତିର ସମ୍ମାନ

ପରାଧୀନ ବେଡିଖୋଲି

ଦେଇପାରେ ମୁକ୍ତିର ସ୍ବାଧୀ


ଛୋଟମୋର ତୀକ୍ଷ୍ନମୁନରେ

ଯୋଡିପାରେ ବିଭେଦତା

ଆଣିପାରେ ଶାନ୍ତି-ମୈତ୍ରୀ-ପ୍ରୀତି

ଆଉ ବିଶ୍ବରେ ଏକତା

ହିଂସା-ଈର୍ଷା ପରର୍ଶୀକାତରତା

ନିମିଷକେ ଦୂରହେବ ଅଛି ମୋ ଦକ୍ଷତା,

ସ୍ନେହ ଶ୍ରଦ୍ଧା ସବୁମନେ ବୁଣି

ଯୁଗେଯୁଗେ ହେଉଥିବି ଗୁଣୀ


ଫୁଟାଇବି କଲମ ମୁନରେ

ଯାହାଅଛି ଲୁକାୟିତ କରିବି ମୁଁ ସବୁପ୍ରତିଭାତ,

ରଚିିବି ମୁଁ ନୁଆ ଈତିହାସ

ଆଙ୍କିବି ଜୀବନର ସ୍ମରଣୀୟ ଭବିଷ୍ୟତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract