STORYMIRROR

Prasanta kumar Hota

Fantasy Romance

3  

Prasanta kumar Hota

Fantasy Romance

କଳ୍ପନାରେ-27

କଳ୍ପନାରେ-27

1 min
27.1K


କଳ୍ପନାର ଗୀତ -27


ଶରତ ସମୀରେ କିଆବୁଦା ମୂଳେ

କୁଆଁରୀ କରିଛି ଭିଡ

ନଦୀ ପଠା ଆଡେ ମନଟା ଉଜୁଡେ

ଯିବା ପାଇଁ କେତେ ଆଡ।


ଦେବେ ବୋଲି ଧରା ଯୁବତୀ ଅଧୀରା

ଇସାରାରେ ହୁଏ ଲାଡ

ଆଖିରେ ଆଖିରେ ମିଶାଇ ମଝିରେ

ହୃଦୟକୁ କରେ ଜାଡ ।


ଛୁଇଁ ଦେଲେ ହୁଏ ଛାତି ଧଡ ଧଡ

ତଥାପି ଛୁଆଁକୁ ଝୁରେ

ସରମି ଛୁଆଁରେ ମନ ମୋହେ ବୋଲି

ରହିଥାଏ ଅପେକ୍ଷାରେ ।


ପ୍ରଶାନ୍ତ କୁମାର ହୋତା


સામગ્રીને રેટ આપો
લોગિન

Similar oriya poem from Fantasy