Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DINESH AGRAWALLA

Romance

3  

DINESH AGRAWALLA

Romance

କଳ୍ପିତା ଆଜି ନୀରବ

କଳ୍ପିତା ଆଜି ନୀରବ

1 min
174



ସମୟର ସ୍ପନ୍ଦନେ ହଜିଯାଏ ଅତୀତ 

ଧୋଇହୋଇଯାଏ ସ୍ବପ୍ନ 

ଅଥଚ ମୋ ହୃଦୟର ଭଙ୍ଗା କାନ୍ଥରେ

ଦପ୍ ଦପ୍ କରୁଥାଏ କଳ୍ପିତାର ମୁହଁ ।

ଏକ ନିବୁଜ କୋଠରୀ 

ସମୟ ରାତି ବାରଟା 

ନଭେମ୍ବର ଚଉଦ 

ପୁଣିଥରେ ପୂର୍ବପାଠର ପୁନରାବୃତ୍ତି ହୁଏ ।

ଅତୀତର ଇତିହାସ ପୃଷ୍ଠାରେ 

ସତେଜ ଦିଶେ କଳ୍ପିତାର ସଜଫୁଟା ମଲ୍ଲୀମୁହଁ 

ମୋ ଜନ୍ମଦିନର ଶୁଭ ମୁହୂର୍ତ୍ତରେ 

କାହିଁକି କେଜାଣି 

କଳ୍ପିତାର ଫୋନ ଆସେନି 

କଳ୍ପିତା ଖୁବ ଶାନ୍ତ ଓ ନୀରବ ।


Rate this content
Log in

Similar oriya poem from Romance