STORYMIRROR

Jyotsna Acharya

Abstract Classics Inspirational

3  

Jyotsna Acharya

Abstract Classics Inspirational

କଳ୍ପିତ ଜଗତ

କଳ୍ପିତ ଜଗତ

1 min
213

ଶୂନ୍ୟ ପଥରୁ ଝରିବ ଅସ୍ତ୍ର

ମହିରେ ଶୁଭିବ ରାମ ନାମ ମନ୍ତ୍ର

ସତେକି ଧରାରେ ରାମ ହେବେ ଜନମ

ଅଂହିସାର ସେତୁ ହେବ ନିର୍ମାଣ

ଞାନ ହନୁମାନ ଗୁଣ ସାଗରରେ 

ଭକ୍ତ ଭଗବାନ ହେବେ ମିଳନ

କଂକ୍ରିଟ କୃତ୍ରିମ ପ୍ରକୃତ୍ତି ଭରିବ

ପ୍ରାକୃତ୍ତିକ କୋଳ ଶସ୍ୟ ଶ୍ୟାମଳ

ରୋଗ ବ୍ୟାଧି ଜରା ଗୁଣ ଉପଶମ

ନିର୍ଗୁଣ ଗୁଣ କୁ କରି ଚ଼ୟନ

ଉପହାର ଶାନ୍ତି ସ୍ନେହ ପବିତ୍ରତା

ଅଂଳା ଗଂଙ୍ଗାର କରି ବୟାନ

ସଂସ୍କାରୀ ଗହଣା ଗଣ୍ଠିନାମ ଧରା

ଲକ୍ଷ୍ମୀ ପଣ ଜପ ତପ

ସିଦ୍ଧି ବୁଦ୍ଧି ଞାନ ପ୍ରାପ୍ତି ନାରୀଟିର

ଅଜୟ ଅଭୟ ଶକ୍ତି ଭକ୍ତି ବୁଦ୍ଧି ମୟ

ପୁରୁଷ ରେ ରାମ ପୁରୁଷୋତ୍ତମ ନାମ

ଯୋଗୀ ରୂପେ ଶୀବ ସତ୍ୟ ସୁନ୍ଦର

ଆଦର୍ଶ ପୁରୁଷ ସଂସାର ରଥରେ 

ଚାଲୁଥିବ ସେ ପଥ ନିର୍ଭୟ

ଶରୀର ଘଟରେ ପ୍ରଭୂ ନାରୟଣ

ଅନ୍ତରେ ମଣିଷ ଜାଣ ଅଜାଣ

ଶକ୍ତି ଅଦୃଶ୍ୟ ଘାଟ ସେପାରିକୁ

ଆହୂଲା କାତରେ କରିବେ ପାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract