STORYMIRROR

Nayak Akshaya raazhasti

Tragedy

3  

Nayak Akshaya raazhasti

Tragedy

କଳଙ୍କିତ ନାୟକ

କଳଙ୍କିତ ନାୟକ

1 min
203


ଅଭିଶପ୍ତ ନାୟକ ମୁଁ

କଳା ରଙ୍ଗ ମୁହେଁ ମାରି

ଆଜି କହୁଚି ଭୁଲି ଯାଅ ତୁମେ

 ସରଳ ନିରିହା ହେ ଛ କୁଆଁରୀ ।

ଏଇ ବିଶ୍ୱ ଦରବାରରେ

ସୋମ ଲତା ସହ ପବିତ୍ର ସଂପର୍କ

ତଥାପି ପକ୍ଷେ ଜୀଇଁ ଆର ପକ୍ଷେ ଯାଏ ମରି,

 ମର ଶରୀର କୁ ମୁଣ୍ଡେଇ ମୁଣ୍ଡେଇ

ଲୁପ୍ତ ସୁପ୍ତବିଭବରୀ ।

ରାତିର ସପନ ତାତି ରେ ମରଇ

ଚକ୍ରବାକ ରହେ ଯେପରି

ବେଙ୍ଗ ରଡି ଶୁଣି ମୃତ୍ୟୁ ଆସିଯାଏ

ସର୍ପ ହସେ କିରି କିରି ।



Rate this content
Log in

Similar oriya poem from Tragedy