STORYMIRROR

GAGAN KUMAR DASH

Romance

3  

GAGAN KUMAR DASH

Romance

କଳଙ୍କିତ ନାୟିକା

କଳଙ୍କିତ ନାୟିକା

1 min
215

ଗୀତା ନାମଟି ପବିତ୍ର

ଗୀତା ଧରି 

ମଣିଷ ମରା ଗୀତା କହେ

"ମୁଁ ଯାହା କହିବି ସତ କହିବି" ।


ସେ ଗୀତା

ଆଉ

ଏ ଗୀତା

ଭିତରେ ଅନେକ ଅନେକ

ପାର୍ଥକ୍ୟ ।


ଗୋଟିଏ ପବିତ୍ର

ଅନ୍ୟଟି ଅପବିତ୍ର

ଗୋଟିଏ ଗ୍ରନ୍ଥ

ଅନ୍ୟଟି ମାଂସ

ଲୋଭି କଳଙ୍କ ନାୟିକା ।


ଭୁଲ ତୁମ ନାମ

ତମର ନା ଅଛି

ପବିତ୍ରତା ନା ପତିବ୍ରତା

ଅନେକ ଲୋକଙ୍କ

ଅଙ୍କଶାୟିନୀ ପୁଷ୍ପିତା

ତୁମେ ଖାଲି କଳଙ୍କିତା ।


ଆଜି ତମେ ବି କହୁଛ

ମୁଁ ଯାହା କହୁଛି ସତ କହୁଛି

ତୁମକୁ ଭଲ ପାଉଥିଲି

କେବଳ କେତେକ ମୂହୁର୍ତ୍ତ ପାଇଁ ।



Rate this content
Log in

Similar oriya poem from Romance