STORYMIRROR

baishnaba meher

Abstract

3  

baishnaba meher

Abstract

କଳଙ୍କ

କଳଙ୍କ

1 min
11.5K

ସେଦିନ ଭଳି ଆଜିବି ବଞ୍ଚିଛି,

ଫରକ୍ ଏତିକି...

ଆଜି ମୋ ଉପରେ

କଳଙ୍କର ଚିହ୍ନ ।

ଏ କଳଙ୍କ...

ମୋ କୃତ୍ୟର ନୁହଁ,

ଏ କଳଙ୍କ...

ଏକ ମିଥ୍ୟା ଛଳନାର ।।

ଯୋଉମାନେ...

ଏ ଅକୃତ୍ୟର ଭାଗିଦାର,

ସେମାନେ ସମସ୍ତେ...

ମୁଣ୍ଡ ଟୁଙ୍ଗାରି ବୁଲୁଛନ୍ତି ।

ଆଉ ମୁଁ...

ପର ଉପକାର କରି,

କପଟ ଜାଲରେ...

ଫସି ଛଟପଟ ହଉଛି ।।



Rate this content
Log in

Similar oriya poem from Abstract