କଳଙ୍କ ଅମୃତ ମୋର
କଳଙ୍କ ଅମୃତ ମୋର
ଭାବ ବିନୋଦିଆ ଭାବରେ ବାନ୍ଧିଲ
କୂଳବଧୂ ସୀମନ୍ତିନୀ,
ସବୁ ଭୁଲିଗଲି କି ମନ୍ତ୍ରେ ମୋହିଲ
ହେଲି କୂଳ କଳଙ୍କିନି...
ପୀୟୂଷରେ ଭରା ଝରା ଅତ୍ମୀୟତା
କଳଙ୍କ ଅମୃତ ମୋର,
ଗୋପନଗରୀରେ ବାଜୁ ସେ ବାଜଣା
ତୁମେ ମୋର ମୁଁ ତୁମର...
ଭାବ ବିନୋଦିଆ ଭାବରେ ବାନ୍ଧିଲ
କୂଳବଧୂ ସୀମନ୍ତିନୀ,
ସବୁ ଭୁଲିଗଲି କି ମନ୍ତ୍ରେ ମୋହିଲ
ହେଲି କୂଳ କଳଙ୍କିନି...
ପୀୟୂଷରେ ଭରା ଝରା ଅତ୍ମୀୟତା
କଳଙ୍କ ଅମୃତ ମୋର,
ଗୋପନଗରୀରେ ବାଜୁ ସେ ବାଜଣା
ତୁମେ ମୋର ମୁଁ ତୁମର...