STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

କଳହ

କଳହ

1 min
259

ଜୀବନେ କଳହ ଆସଇ ନୀତି

ପର ଲାଗେ ସଂସାର ମନୋବୃତ୍ତି ।


ଅଶାନ୍ତି ଲାଗେ ଜୀବନେ ଆମର

ସବୁ ଚିନ୍ତା ଆସେ ମନକୁ ଆମର।


କେବେ ପୁତ୍ର ପାଇଁ ଘରେ କଳହ ଲାଗଇ

କେବେ ପର ପାଇଁ ଘର ଭାଙ୍ଗଇ।


ଛୋଟ ଛୋଟ କଥାରେ କଳହ ଲାଗଇ

ଏଇ କଳହ ପାଇଁ ଘର ଭାଙ୍ଗଇ।


କିଛି ଲୋକ ଜୀବନେ ଆସି କଳହଲଗାନ୍ତି

ସୁନାର ସଂସାର ଭାଙ୍ଗି ଦିଅନ୍ତି।


କଳହ ପାଇଁ ନିଜ ଲୋକ ପର କରନ୍ତି

କଳହ ପାଇଁ ନିନ୍ଦା ଅପବାଦ ଦୁଃଖ ଭୋଗନ୍ତି।


ହେ ଈଶ୍ୱର ତୁମରି ଶରଣେ ଯିଏ ରହିଥିବ

କଳହ ଜୀବନରୁ ଦୁରେଇ ଶାନ୍ତି ପାଉଥିବ ।


Rate this content
Log in

Similar oriya poem from Inspirational